ଭୁବନେଶ୍ୱର ସାଲିଆସହିରୁ ବିପୁଳ ପରିମାଣର ଦେଶୀ ମଦ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆସାହିରୁ ବିପୁଳ ପରିମାଣର ମଦ ଜବତ କଲା କମିଶନରେଟ ପୋଲିସ। ଦେଶୀ ମଦ ରୋଷେଇ ବେଳେ ଡିସିପି ପ୍ରତୀକ ସିଂ ଙ୍କ ନେତୃତ୍ୱରେ ହୋଇଛି ଅଚାନକ ଚଢ଼ାଉ। ପୋଲିସ ଦ୍ୱାରା ମଦ ହାଣ୍ଡି ଗୁଡ଼ିକ ଭଙ୍ଗା ଯାଇଥିବା ସୂଚନା।

powered by social2s