ଖଲିକୋଟ: ଭିଜିଲାନ୍ସ ଜାଲରେ ଭେଜିପୁଟ ଫାଣ୍ଡିର SI ସନ୍ତୋଷ ସ୍ୱାଇଁ। ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି SI ଜଣକ। କୌଣସି ମାମଲାରେ ଗିରଫ୍ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଫାଣ୍ଡିରୁ ଛାଡ଼ିଦେବା ପାଇଁ ୧୫ ହଜାର ଟଙ୍କା ନେଉଥିଲେ SI ସନ୍ତୋଷ ସ୍ୱାଇଁ।
powered by social2s