ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ରୁ ୩ ଜଣ ବ୍ରାଉନ ସୁଗର ବେପାରୀ ଗିରଫ ହୋଇଛନ୍ତି। ତାଙ୍କ ଠାରୁ ୪୦ ଲକ୍ଷର ୪୦୦ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଥିବା ସୂଚନା ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ପାର୍ବଣ ଋତୁକୁ ଆଖି ଆଗରେ ରଖି ଭୁବନେଶ୍ୱର ଓ କଟକରେ ନିଶା ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଥିବା କହିଲେ କମିଶନର।
powered by social2s