ସାଲେପୁର: କଟକ ଜିଲ୍ଲା ସାଲେପୁର ତହସିଲ ଅନ୍ତର୍ଗତ ବଟେଶ୍ୱର ଭଗବତୀ ମନ୍ଦିରରୁ ୩ ଟି ମୂର୍ତ୍ତି ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଅଷ୍ଟଧାତୁ ନିର୍ମିତ ପଞ୍ଚମୁଖୀ କାଳୀ, ଚନ୍ଦ୍ରଶେଖର ଓ ଲଷ୍ମୀ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ମୂର୍ତ୍ତିର ମୂଲ୍ୟ ୩ କୋଟି ଟଙ୍କା।
powered by social2s