ଅକ୍ଟୋବର ୯ ଓ ୧୦ ତାରିଖରେ ପୁଣି ବର୍ଷିବ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଅକ୍ଟୋବର ୯ ତାରିଖରେ ତାମିଲନାଡ଼ୁ-ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇପାରେ ଏକ ଘୁର୍ଣ୍ଣିବଳୟ। ଘୁର୍ଣ୍ଣିବଳୟ ପ୍ରଭାବରେ ୯ ଓ ୧୦ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ଚଳିତ ବର୍ଷ ଶୀତର ପ୍ରଭାବ ହ୍ରାସ ପାଇବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

powered by social2s