ଗୋ-ଚାଲାଣ ହେଉଥିବା ଗାଡ଼ିରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ସହିଦ୍ ନଗର ଥାନା ଟଙ୍କପାଣି ଅଂଚଳରେ ଗୋ-ଚାଲାଣ ହେଉଥିବା ଏକ ଟ୍ରକରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ। ଗତକାଲି ରାତିରେ ଗୋ-ଚାଲାଣ ହେଉଥିବା ଗାଡ଼ିଟିକୁ କିଛି ଗୋରକ୍ଷକ ଅଟକାଇବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ଗୋ-ଚାଲାଣକାରୀମାନେ ଆକ୍ରମଣ କରି ଗାଡି ସହ ଫେରାର୍ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇ ଥିଲେ ଓ ପରେ ଗାଡିଟିକୁ ଜାଳି ଦେଇଥିଲେ। ଗାଡିରେ ଚାଲାଣ ହେଉଥିଲେ ୧୫୦ରୁ ଅଧିକ ଗୋରୁ।

powered by social2s