ବ୍ରାଉନ ସୁଗର ଜବତ, ୩ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋଣାର୍କ: ପୁରୀ ଜିଲ୍ଲା ଗୋପ ବ୍ଲକ ବିଶରପୁର ଅଂଚଳରୁ ୭୩ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଥିବା ସୂଚନା। ଏହି ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି। ତାଙ୍କ ଠାରୁ ୧୭ ହଜାର ଟଙ୍କା ଜବତ କରିଛି ଗୋପ ପୋଲିସ।

powered by social2s