ବାଲେଶ୍ୱର: ମୟୂରଭଞ୍ଜ ବିଶୋଇ ବ୍ଲକ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ବେହେରା ଲାଞ୍ଚ ନେଲା ବେଳେ ଧରା ପଡ଼ିଛନ୍ତି। ୨୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ବେହେରା। ମନରେଗା ମଷ୍ଟରରୋଲ୍ରେ ନାଁ ଭର୍ତ୍ତି କରିବାକୁ ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି।
powered by social2s