ଢେଙ୍କାନାଳରେ ୭୧ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଦୁଇଟି ସ୍ଥାନରୁ ବ୍ରାଉନ ସୁଗର ଜବତ ହୋଇଛି। ତାରିଣୀନଗରରୁ ୬୮୫ ଓ ଭୁବନରୁ ୨୬ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଥିବା ସୂଚନା। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୭୧ ଲକ୍ଷ ଟଙ୍କା।

powered by social2s