ଭଦ୍ରକ: ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ମଞ୍ଜୁରୀ ରୋଡ ଅଞ୍ଚଳରେ ଜଳିଗଲା ୩ ମୋଟର ସାଇକେଲ ସହ ୫ ସାଇକେଲ। ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ଭଗବାନ ଖଣ୍ଡେଇଙ୍କ ଘରେ ଘଟିଛି ଏହି ଘଟଣା।
powered by social2s