ଭୁବନେଶ୍ୱର: ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଗିରଫ ହେଲେ ଯୁବକ। ବିଶ୍ୱଜିତ ନାୟକ ନମାଙ୍କ ଯୁବକଙ୍କୁ ପୁରୁଣା ଭୁବନେଶ୍ୱର ଆନି ହାଉସ୍ ଛକରୁ ଗିରଫ କଲା ଲିଙ୍ଗରାଜ ଥାନା ପୋଲିସ। ଯୁବତୀଙ୍କୁ ପ୍ରେମ ନିବେଦନ କରି ମୋବାଇଲ ନମ୍ବର ମାଗିଥିଲେ ବିଶ୍ୱଜିତ। ନମ୍ବର ନ ଦେବାରୁ ଯୁବତୀଙ୍କ ଭାଇ ଓ ମା ଙ୍କୁ ହତ୍ୟା ଧମକ ଦେଇଥିଲେ। ଥାନାରେ ଏନେଇ ଯୁବତୀ ଅଭିଯୋଗ କରିଥିଲେ।
powered by social2s