ଉମରକୋଟ: ଲାଞ୍ଚ ନେଇ ନିଲମ୍ବିତ ହୋଇଛନ୍ତି ଫରେଷ୍ଟ ଗାର୍ଡ ଭୁବନେଶ୍ୱର ପୂଜାରୀ। ଏକ ଟ୍ରାକ୍ଟରକୁ ମୁକୁଳାଇବା ପାଇଁ ୨୦ ହଜାର ଲାଞ୍ଚ ନେଇଥିବା ବେଳେ ଧରାପଡ଼ିଲେ ଫରେଷ୍ଟ ଗାର୍ଡ ଭୁବନେଶ୍ୱର ପୂଜାରୀ। ଫରେଷ୍ଟ ଗାର୍ଡ ଲାଞ୍ଚ ନେଇ ଧରାପଡ଼ିବା ପରେ ନବରଙ୍ଗପୁର DFO ତାଙ୍କୁ ନିଲମ୍ବନ କରିଛନ୍ତି।
powered by social2s