କଟକ: କଟକରେ ନକଲି ଔଷଧ କାରବାର ମାମଲାରେ ପୁଣି ୨ ଜଣ ଔଷଧ ଦୋକାନୀଙ୍କୁ ପୋଲିସ ଗିରଫ କରିଛି । ପୂର୍ବରୁ କଟକରୁ ଗିରଫ ହୋଇଥିବା ୨ ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ଔଷଧ କିଣି ଏମାନେ ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏନେଇ ୬ ଜଣଙ୍କୁ ପୋଲିସ ଗିରଫ କରିଛି ।
powered by social2s