ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଏସିଇଙ୍କ ଘରେ ଭିଜିଲାନ୍ସ ରେଡ୍

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ(RWSS)ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ଦାସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସିଇଙ୍କ ଘରେ ଭିଜିଲାନ୍ସର ରେଡ୍। ଏକକାଳୀନ ୬ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ରେଡରେ ସାମିଲ୍ ଅଛନ୍ତି ୫ ଜଣ DSP, ୧୨ଜଣ ଇନ୍‌ସ୍ପେକ୍ଟର, ୧୧ ASI ଓ ଜଣେ SI ।

powered by social2s