ରେଭ୍ ପାର୍ଟିରେ ଚଢ଼ାଉ କଲା ପୋଲିସ୍, ୨ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ରେଭ୍ ପାର୍ଟିରେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ। ଭୁବନେଶ୍ୱର ଚନ୍ଦକା ସ୍ଥିତ ଏକ ଘରୋଇ ରିସର୍ଟରେ ବିଳମ୍ବିତ ରାତି ଯାଏଁ ପାର୍ଟି ତଥା ନିଶା ସେବନ ଚାଲୁଥିବା ଖବର ପାଇ ଚଢ଼ାଉ କରି ଥିଲା ଚନ୍ଦକା ପୋଲିସ। ଚଢ଼ାଉ କରି ପୋଲିସ ୨୦ଲିଟର କେନ୍ ମଦ ଜବତ କରିବା ସହ ରିସର୍ଟର ମାଲିକ ଓ ମ୍ୟାନେଜର ଗିରଫ କରିଛି।

powered by social2s