ମୟୁରଭଞ୍ଜରେ ଲକ୍ଷାଧିକ ଟଙ୍କାର କାଠ ବୋଝେଇ ବୋଲେରୋ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ବନ ବିଭାଗର ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ବୋଝେଇ ବୋଲେରୋ ଜବତ କରିଛି। ଦୁଧିଆଣୀ ରେଞ୍ଜ ଭଞ୍ଜକିଆ ଅଞ୍ଚଳରୁ ବନ ବିଭାଗ ଚଢ଼ାଉ କରି ଏକ କାଠ ବୋଝେଇ ବୋଲେରୋ ଜବତ କରିଛି। ୨୨୦ ନଂ ଜାତୀୟ ରାଜପଥ ଯଶିପୁର, ରାଇରଙ୍ଗପୁର ରାସ୍ତାର ମାଛକାନ୍ଦଣା ଘାଟି ନିକଟରେ ଗାଡ଼ିକୁ ଅଟକାଇଥିଲେ ବନ ବିଭାଗ କର୍ମଚାରୀ।ଗାଡ଼ିରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ କରାଯାଇଥିବା ସୂଚନା ।

powered by social2s