ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପଲି ଜଳଦା ନିକଟରେ ଜଣେ ହତ୍ୟା ଅଭିଯୁକ୍ତ ପୋଲିସ ସହିତ ଗୁଳିବିନିମୟରେ ଆହତ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ରାଜୁ ଓରାମର ଡାହାଣ ଗୋଡ଼ରେ ବାଜିଛି ଗୁଳି। ତାକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜମି ବିବାଦ ନେଇ ବାଞ୍ଛ ତିର୍କିଙ୍କୁ ଜିଲ୍ଲାର ଝିରାପାଣିରେ ଗତକାଲି ଗୁଳି କରି ହତ୍ୟା କରିଥିଲେ ରାଜୁ। ତେବେ ଅପରାଧ ଘଟିବାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରିବାରେ ସଖ୍ୟମ ହୋଇଛି ପୋଲିସ
powered by social2s