ଭିଜିଲାନ୍ସ ଜାଲରେ ଉଦଳାର RWSS

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଉଦଳା: ଭିଜିଲାନ୍ସ ଜାଲରେ ମୟୁରଭଞ୍ଜ ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରବି ନାରାୟଣ ପଣ୍ଡାଙ୍କ ଘର ଭିଜିଲାନ୍ସ ରେଡ୍ କରିଥିଲା। ଭୁନେଶ୍ୱରରେ ୪ଟି ସ୍ଥାନ ସହ ମୋଟ ୬ଟି ସ୍ଥାନରେ ଚଢାଉ କରାଯାଇଥିଲା। ଚଢାଉ କରି ଭୁବନେଶ୍ୱର ଆଇଗିଣିଆ ସ୍ଥିତ ୩ ମହଲା ଆଲିଶାନ ଘରୁ କୋଟି କୋଟି ଟଙ୍କାର ସଂପତ୍ତି ସମେତ ନାମିଦାମି ବ୍ରାଣ୍ଡର ଘଣ୍ଟା ଜବତ କଲା ଭିଜିଲାନ୍ସ।

powered by social2s