ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତହସିଲ ମୁଜାଗଡ଼ ଗାଁରେ ଏକ ବେଆଇନ୍ ଖଇନି କାରଖାନାରେ ଚଢ଼ାଉ କରିଛି ପୋଲିସ। ଯୋଗେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚାଲିଥିଲା କାରଖାନା। ଘଟଣାସ୍ଥଳରୁ ବିପୁଳ ପରିମାଣର ଖଇନି ସହ ରାସାୟନିକ ଦ୍ରବ୍ୟ ଓ ପ୍ୟାକିଙ୍ଗ ମେସିନ୍ ଜବତ ହୋଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା।
powered by social2s