ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୁଡୁମ ବେଙ୍ଗିଟାଙ୍ଗି ଜଙ୍ଗଲରେ ମାଟି ତଳୁ ଏକ ମୃତଦେହ ଉଦ୍ଧାର ହୋଇଛି। ଖୋଳା ଯାଇଥିବା ଗାତରେ ବିଲିଚିଂ ପାଉଡର ଦାନାଦାର ପଡ଼ିଥିବା ଦେଖିବାକୁ ମିଳିଛି। ହତ୍ୟା ପରେ ଦୁର୍ବୁତ୍ତ ମାନେ ମୃତକଙ୍କ ମାଟି ତଳେ ପୋତିଦେଇଥିବା ସନ୍ଦେହ କରାଯାଉଛି।
powered by social2s