ଭୁବନେଶ୍ୱର: ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ଇଡି ଅଫିସରେ ହାଜର ହେଲେ ପ୍ରଯୋଜକ ଅକ୍ଷୟ ପରିଜା । ପୂର୍ବରୁ ଅର୍ଚ୍ଚନା ନାଗ ତାଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଫିଲ୍ନ ନିର୍ଦ୍ଦେଶକ ଅକ୍ଷୟ ପରିଜା । ଏପରିକି ୩ କୋଟି ଟଙ୍କା ନଦେଲେ ହତ୍ୟା ଧମକ ଦିଆଯାଇଥିବା ସେ ଏତଲାରେ ଦର୍ଶାଇଥିଲେ । ତେବେ ସେ ଏହି ମାମଲାରେ ଅର୍ଚ୍ଚନାଙ୍କୁ ସେ କେତେ ଟଙ୍କା ଦେଇଥିଲେ, ଅର୍ଚ୍ଚନା ନା ଆଉ କାହାକୁ ଟଙ୍କା ଦେଇଛନ୍ତି । ଏବାଦରେ ତଥ୍ୟ ପାଇବା ପାଇଁ ଇଡି ଯୋଜନା କରିଛି ।
powered by social2s