ଜନ୍ମ ଦିନରେ ଖଣ୍ଡାରେ କେକ୍‌ କାଟି ୫ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରର ବିଚ୍ ରାସ୍ତାରେ ଖଣ୍ଡାରେ  କେକ୍ କାଟି ୫ ଜଣ ଗିରଫ ହୋଇଛନ୍ତି । ରାତି ଅଧରେ ଗାଡ଼ି ଠିଆ କରି ପାଳିଲେ ଜନ୍ମଦିନ । ୧୫ରୁ ୨୦ ଜଣ ଯୁବକ ଏମିତି ଢଙ୍ଗରେ ଜନ୍ମଦିନ ପାଳନ କରିଥିବା ବେଳେ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଯୁବକମାନେ ହୋ ହଲ୍ଲା କରି ପାଟିତୁଣ୍ଡ କରୁଥିବା ଦୃଶ୍ୟ ଭିଡିଓରେ କଏଦ୍ ହୋଇଛି ।

କିଛି ଲୋକ ଏହାକୁ ପ୍ରତିବାଦ କଲା ପରେ ଯୁବକ ମାନେ ତାଙ୍କ ସହ ପାଟିତୁଣ୍ଡ କରିଥିଲେ।

powered by social2s