କଟକ: କଟକ ସେଲଟର ଛକ ନିକଟ ଷ୍ଟେଟ ବ୍ୟାଙ୍କ କଲୋନୀ ର ଏକ ବନ୍ଦ ଘରୁ ଆଜି ସନ୍ଧ୍ୟା ରେ ପୋଲିସ ଜୈନକ ମହିଳା ଙ୍କ ମୃତ ଶରୀର ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ପାଖରେ ମହିଳାଙ୍କ ସାତ ମାସର ଗୋଟିଏ ଶିଶୁ କନ୍ୟା କୁ ମଧ୍ୟ ମୃତ ଅବସ୍ଥାରେ ଉଦ୍ଧାର କରିଛି।
ମୃତ ଶିଶୁ କନ୍ୟା ଟିର ଶରୀରରେ କେତେକ କ୍ଷତ ଚିନ୍ହ ଥିବା ଜଣାପଡିଛି।
ବିଡ଼ାନାସି ପୋଲିସ ଦୁଇଟି ଯାକ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
powered by social2s