ନାଳରୁ ଉଦ୍ଧାର ହେଲା ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବୌଦ୍ଧ: ବୌଦ୍ଧ-ମନମୁଣ୍ଡା ବାଇପାସ୍ ନାଳରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ କର୍ମଚାରୀ ଜଣକ ଚିତ୍ତରଞ୍ଜନ ନାୟକ, ସେ ସୋନପୁର ୟୁନିଅନ୍ ବ୍ୟାଙ୍କର କର୍ମଚାରୀ ଅଟନ୍ତି। ତାଙ୍କୁ ହତ୍ୟା କରାଯାଇ ନାଳରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା।

powered by social2s