ବଲାଙ୍ଗୀର: ବଲାଙ୍ଗୀର ରେଳ ଷ୍ଟେସନରେ ୩୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ରେଲୱେ ପ୍ରୋଟେକ୍ସନ ଫୋର୍ସ। ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୬ ଶିଶୁ। ସମସ୍ତେ ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର । ବିଶାଖାପାଟଣା ଚାଲାଣ ପାଇଁ ଷ୍ଟେସନ ଅଣାଯାଇଥିବା ଜଣାପଡ଼ିଛି।
powered by social2s