ଖୋର୍ଦ୍ଧାରୁ କଲରାପତରିଆ ବାଘ ଛାଲ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରେ କଲରାପତରିଆ ବାଘ ଛାଲ ଜବତ କଲା କ୍ରାଇମ ବ୍ରାଞ୍ଚର ଏସ୍ଟିଏଫ। ସୂଚନା ଅନୁଯାୟୀ, ୧୫ ଲକ୍ଷ ଟଙ୍କାରେ ବାଘଛାଲ ଡିଲ୍ ହେଉଥିବା ବେଳେ ଧରିଲା ଏସ୍ଟିଏଫ। ଜଣେ ବ୍ୟବସାୟୀ ଗିରଫ ହୋଇଥିବା ସୂଚନା।

powered by social2s