ସାଲେପୁର: କଟକ ଜିଲ୍ଲା ନେମାଲ ଥାନା ଲେଣ୍ଡୁରା ଭଗବାନପୁର ଗାଁରେ ଲୁଟ୍ ପାଇଁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କଲେ ଦୁର୍ବୁତ୍ତ। ଗତକାଲି ରାତିରେ ମରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ସୂଚନା। ଆକ୍ରମଣରେ ମୃତକଙ୍କ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଘରେ ଥିବା ନାବାଳକ ନାତିକୁ ଗୋଟିଏ ଘରେ ବନ୍ଦ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଲେ ୪ ଲୁଟେରା।
powered by social2s