ଢେଙ୍କାନାଳ: ଢେଙ୍କାନାଳ ଜାଲ ନୋଟ ଜବତ ଘଟଣାରେ ଆଉ ଦୁଇ ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କ ଠାରୁ ଜାଲ ନୋଟ କାଗଜ ଓ ଲାପଟପ ଜବତ ହୋଇଥିବା ସୂଚନା। ରଥଗଡ଼ା ନିକଟରେ ଚାଲିଥିଲା ନୋଟ କାରବାର। ଗତକାଲି ଚଢ଼ାଉ ପରେ ପୋଲିସ ଦ୍ୱାରା ଜବତ ହୋଇଥିଲା ୧ ଲକ୍ଷ ୯୦ ହଜାର ୬୦୦ ଟଙ୍କା ଜାଲ ନୋଟ। ଦେବଗଡ଼ ର ତୁଷାର କୁମାର ବିଶ୍ୱାଳଙ୍କୁ ଗିରଫ କରାଯାଇଥିବା।
powered by social2s