କଟକ: କଟକ ଜିଲ୍ଲା ବାରଙ୍ଗ ଥାନା ଏଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନନ୍ଦନକାନନ ପଦାସାହି ଘରୁ ଉଦ୍ଧାର ହୋଇଛି ଅଶୋକ ପ୍ରଧାନଙ୍କ ମୃତଦେହ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
powered by social2s