କଟକ: କୁଆଖାଇ ନଦୀରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ନହରକଣ୍ଟା ର ତୋଫାନ ସାମଲ। ତୋଫାନ ଗତ ୪ ଦିନ ହେବ ନିଖୋଜ ଥିଲେ। ପୂର୍ବ ଶତ୍ରୁତା ଯୋଗୁଁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ।
powered by social2s