କେନ୍ଦୁଝରରେ ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର: ବନ୍ଦ ଘରେ ଜଣେ ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କବାଟ ଭାଙ୍ଗି ମୃତଦେହ ଉଦ୍ଧାର କଲା ପୁଲିସ । କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକାରେ ଘଟିଛି ଏଭଳି ଅଭାବନୀୟ ଖବର । ମୃତକ ହେଉଛନ୍ତି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କର । ଶୁଭଶ୍ରୀ ସାଙ୍ଗମାନଙ୍କ ସହ ନୂଆ ବର୍ଷ ପାଳନ ସାରି ଭଡାରେ ରହୁଥିବା ଘରକୁ ଫେରିଥିଲେ ।

powered by social2s