କରଞ୍ଜିଆ: ନିଜ ବାପାକୁ ହତ୍ୟା କରି ଲୁଚାଇଥିଲା ପୁଅ। ଦୁଇ ଦିନ ପରେ ବନ୍ଦ ଘରୁ ମିଳିଲା ମୃତଦେହ। ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ପଳସାଗଡ଼ିଆ ଗାଁରେ ପାରିବାରିକ କଲହରୁ ହୋଇଛି ଏହି ହତ୍ୟାକାଣ୍ଡ। ଗାଁ ଲୋକଙ୍କ ଠାରୁ ଖବର ପାଇ ମୃତଦେହ ଜବତ ପରେ ଅଭିଯୁକ୍ତ ପୁଅକୁ ଅଟକ ରଖିଲା ପୋଲିସ।
powered by social2s