କମିଶନରେଟ୍ ପୋଲିସ ଦ୍ୱାରା ରାୟପୁରରୁ ଗିରଫ ହେଲେ ଇରାନୀ ଗ୍ୟାଙ୍ଗର ୪ ଡକାୟତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ରାୟପୁର: ଛତିଶଗଡ଼ର ଇରାନୀ ଗ୍ୟାଙ୍ଗର ୪ ଡକାୟତଙ୍କୁ ରାୟପୁରରୁ ଗିରଫ କଲା କମିଶନରେଟ୍ ପୋଲିସ ର ସ୍ୱତନ୍ତ୍ର ସ୍କ୍ୱାଡ। ଗିରଫ ୪ ଜଣଙ୍କ ଠାରୁ ୫ଟି ବାଇକ ସହ ୧୭ଟି ସୁନା ଚେନ୍ ଜବତ ହୋଇଥିବା ସୂଚନା। ଏହି ୪ ଜଣଙ୍କ ନାଁ ରେ ବିଭିନ୍ନ ଥାନାରେ ୨୦ଟି ମାମଲା ରହିଛି।

powered by social2s