ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଆଜିି ଚାର୍ଜସିଟ୍ ଦାଖଲ କରିବ ଇଡି । ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିବ ଇଡି। ଜେରାର ସମୟର ସମସ୍ତଙ୍କ ଅଡିଓ, ଭିଡିଓ ରେକର୍ଡ ମଧ୍ଯ ଦାଖଲ ହେବ।
powered by social2s