କଟକ: ଭିଡିଓ କଲ୍ କରି ଆତ୍ମହତ୍ୟା କଲେ ଛାତ୍ର। କଟକ ଷଣ୍ଢପୁର ଅଞ୍ଚଳରେ ଭଡ଼ା ଘରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ। ମୃତ ଛାତ୍ର ଜଣକ ଶ୍ରୀଶ୍ରୀ ବିଶ୍ୱଦ୍ୟାଳୟର MCAର ପ୍ରଥମ ବର୍ଷ ଛାତ୍ର। ମୃତଦେହ ଉଦ୍ଧାର ବେଳେ ଛାତ୍ରଙ୍କ ଲାପଟପ ଖୋଲା ରହିଥିଲା ଓ ଲାପଟପରେ ଭିଡିଓ କଲ୍ ଚାଲିଥିବା ସୂଚନା।
powered by social2s