ମାଲକାନଗିରି: ଗୋଟିଏ କଲରାପତରିଆ ବାଘଛାଲ ନେଇ ଯାଉଥିବା ବେଳେ ୩ ଜଣଙ୍କୁ ଗିରଫ କଲା ବନବିଭାଗ। ମାଲକାନଗିରି ଜିଲ୍ଲାର ମୋଟୁ ଥାନା ପୋଟେରୁ କେନାଲ ନିକଟରେ ୩ ଅଭିଯୁକ୍ତଙ୍କୁ ବାଘଛାଲ ସହ ଧରିଲା ବନ ବିଭାଗ। ଗିରଫ ହୋଇଥିବା ୩ ଅଭିଯୁକ୍ତ ମାଙ୍ଗିପାଲି ଗାଁର ହୋଇଥିବା ସୂଚନା ମିଳିଛି।
powered by social2s