ଭୁବନେଶ୍ୱର: ପୂର୍ବତନ ହକି ଅଧିନାୟକ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ। ଚୋରି ହୋଇଥିବା କିଛି ମେଡାଲ ଜବତ କରିଛି ପୋଲିସ। ଗିରଫ ୫ ଅଭିଯୁକ୍ତ ଭୁବନେଶ୍ୱରର, ଏମାନଙ୍କ ନାଁରେ ଏକାଧିକ ମାମଲା ରହିଛି। ପ୍ରବୋଧଙ୍କ ୟୁନିଟ୍-୬ ସ୍ଥିତ ବାସଭବନରୁ ଚୋରି ଅଭିଯୋଗ ହୋଇଥିଲା।
powered by social2s