୫ଟି ଦେବାଦେବୀ ମନ୍ଦିରରୁ ଲୁଟ୍

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ବାଲିଆ ଗାଁର ୫ଟି ମନ୍ଦିରରୁ ସିରିଜ୍ ଚୋରି। ମା ମଙ୍ଗଳା, ମା ପାର୍ବତୀ, ବାଲୁଙ୍କେଶ୍ୱର, ଗାଦିଶ୍ୱର, ବୃନ୍ଦାବନ ଚନ୍ଦ୍ରଦେବ ମନ୍ଦିରରେ ଲୁଟ। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଦାନହୁଣ୍ଡି ଲୁଟି ନେଲେ।

powered by social2s