ବାଘ ଛାଲ ଜବତ; ୮ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ କଲରାପତରିଆ ବାଘ ଛାଲ ଜବତ ହୋଇଛି। ୮ ଜଣ ବେପାରୀ ଗିରଫ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ୪୯ନଂ ଜାତୀୟ ରାଜପଥ କାତରା ଠାରେ ଏକ ଢାବାରୁ ଧରାପଡ଼ିଲେ ବେପାରୀ।

powered by social2s