ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଘଟଣାରେ ୯ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଢେଙ୍କାନାଳ: ଢେଙ୍କାନାଳ ମହାବିର ରୋଡ଼ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଘଟଣାରେ ବିଭିନ୍ନ ସ୍ଥାନରେ ଚଢାଉ କରି ୯ ଜଣଙ୍କୁ ଗିରଫ କଲା ଢେଙ୍କାନାଳ ପୋଲିସ। ୬ କେଜି ସୁନା ଅଳଙ୍କାର ସହ ନଗଦ ୪ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଛି ପୋଲିସ୍। ଏହା ବ୍ୟତୀତ ୩ଟି ପିସ୍ତଲ, ଗୋଟିଏ ବୋଲେରୋ ଓ ୬ ବାଇକ୍ ମଧ୍ୟ ଜବତ କରିଛି।

powered by social2s