୨ଟି ୧୦ କିଲୋର ହାତୀ ଦାନ୍ତ ଜବତ, ଜଣେ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ୍‌ ମେଲଣ ଗାଁ ନିକଟରେ ଚଢ଼ାଉ କରି ୨ଟି ହାତୀ ଦାନ୍ତ ଜବତ କଲେ ବନ କର୍ମଚାରୀ। ଜବତ ହୋଇଥିବା ହାତୀଦାନ୍ତ ୨ଟି ୧୦ କିଲୋର । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ବିକ୍ରି ପାଇଁ ଡିଲ୍‌ କଲା ବେଳେ ଘଟଗାଁ ରେଞ୍ଜ୍‌ ମେଲଣ ଗାଁ ନିକଟରେ ଚଢ଼ାଉ କରି ଜବତ କରିଛନ୍ତି ବନ କର୍ମଚାରୀ।

powered by social2s