କୋରାପୁଟ: ଏକ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ବାପା-ମାଆ ଓ ୨ ବର୍ଷୀୟ ଝିଅର ମୃତଦେହ। ସନ୍ଦେହଜନକ ଭାବେ ଉଦ୍ଧାର ହୋଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୋୟାପୁରରେ ଘଟିଛି ଏପରି ଘଟଣା। ସ୍ତ୍ରୀ ଓ ଝିଅକୁ ମାରି ସ୍ୱାମୀ ଆତ୍ମହତ୍ଯା କରିଥିବା ସନ୍ଦେହ କରାଯାଉଛି।
powered by social2s