ଏତଲା ର ୩ ଘଣ୍ଟା ଭିତରେ ଠକେଇ ଟଙ୍କା ଫେରାଇଲା ସାଇବର ଥାନା ପୋଲିସ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଏତଲା ଦେବାର ୩ ଘଣ୍ଟା ଭିତରେ ଟଙ୍କା ଫେରିପାଇଲେ ଠକାମିର ଶିକାର ହୋଇଥିବା ବ୍ୟକ୍ତି। ସାଇବର ଥାନା ପକ୍ଷରୁ ଫେରାଗଲା ୮୦,୬୦୦ ଟଙ୍କା। କ୍ରେଡିଟ୍ କାର୍ଡ ନବୀକରଣ ନାଁ ରେ ହୋଇଥିଲା ଠକେଇ।

powered by social2s