ବିଷ ଦେଇ ଅସ୍ଥାୟୀ ବନ କର୍ମଚାରୀଙ୍କୁ ହତ୍ୟା ମାମଲାରେ ୩ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କରଞ୍ଜିଆ: ବିଷ ଦେଇ ଜଣେ ଆସ୍ଥାୟୀ ବନ କର୍ମଚାରୀଙ୍କୁ ହତ୍ୟା ମାମଲାରେ ୩ ବନ କର୍ମଚାରୀ ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ପୂର୍ବତନ ରେଞ୍ଜର ଶିବ ଶଙ୍କର ସାମଲଙ୍କ ସହ ଦୁଇ ଜଣ ଫରେଷ୍ଟର ଗିରଫ ହୋଇଥିବା ସୂଚନା। ହାତୀ ମୃତ୍ୟୁର ପ୍ରତକ୍ଷଦର୍ଶୀ ତୁରାମ ପୂର୍ତ୍ତି ଙ୍କୁ ହତ୍ୟା ମାମଲାରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଗତ ଡିସେମ୍ବରରେ ଜେନାବାଲି ରେଞ୍ଜରେ ହାତୀ ମୃତ୍ୟୁ ହୋଇଥିଲା।

powered by social2s