କଟକ: କଟକ ବାଦାମବାଡ଼ି ବସ୍ ଷ୍ଟାଣ୍ଡ୍ ରେ ଥିବା ଏକ ଫଳ ଦୋକାନ ରେ ଚଢ଼ାଉ ଚଢ଼ାଉ କରିଛି କମିଶନରେଟ୍ ପୋଲିସ। ନିମ୍ନମାନର ଫଳ ଜବତ ହୋଇଥିବା ଜଣାପଡ଼ିଛି। ଦୁଇ ଜଣ ଫଳ ବ୍ୟବସାୟୀଙ୍କୁ ପଚରାଉଚରା କଲା ପୋଲିସ। ଗ୍ରାହକଙ୍କ ଅଭିଯୋଗ ଆଧାରରେ ଚଢ଼ାଉ ହୋଇଥିବା ସୂଚନା।
powered by social2s