ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ହୋଇଥିବା ଭିଡ଼ ଭିତରେ ମୋବାଇଲ୍ ଚୋରି କରୁଥିବା ବେଳେ ଧରା ପଡ଼ିଲା ଜଣେ ନାବାଳକ। ଭିଡ଼ର ସୁଯୋଗ ନେଇ ନାବାଳକ ଓ ତାଙ୍କ ଦାଦା ଭକ୍ତଙ୍କ ମୋବାଇଲ୍ ଫୋନ୍ ଓ ପର୍ତ୍ସ ଚୋରି କରୁଥିଲେ। ନାବାଳକକୁ ଭକ୍ତ ମାନେ ଧରିଥିବା ବେଳେ ଦାଦା ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି।
powered by social2s