କଟକ: କଟକ ଜିଲ୍ଲା ବାଦାମବାଡ଼ି ଥାନା ପୁଲିସ ଦ୍ୱାରା ଜଣେ ଠକ ବାବା ଗିରଫ ହୋଇଥିବା ସୂଚନା ମିଳିଛି। ତାଙ୍କ ନାଁ ସିଦ୍ଧେଶ୍ୱର ସାମନ୍ତରାୟ, ତାଙ୍କ ଘର ଯାଜପୁର ଜିଲ୍ଲା ଧର୍ମଶାଳାରେ। ଝାଞ୍ଜିରିମଙ୍ଗଳା ଅଞ୍ଚଳର ଏକ ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି କରାଇଦେବାକୁ କହି ୩ ଲକ୍ଷ ଟଙ୍କା ଠକିଥିଲେ ସିଦ୍ଧେଶ୍ୱର। ଠକେଇ ନେଇ ସିଦ୍ଧେଶ୍ୱର ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି।
powered by social2s