କୋରାପୁଟରେ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ: କୋରାପୁଟ ଜିଲ୍ଲା ମୁଲିଆପୁଟ ଜଙ୍ଗଲରୁ ୩ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଜଙ୍ଗଲରେ ଗଞ୍ଜେଇ ଲୁଚା ଯାଇଥିବା ଖବର ପାଇ ଚଢ଼ାଉ କରିଥିଲା ମାଛକୁଣ୍ଡ ପୋଲିସ। 

ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା।

powered by social2s