ବାଲେଶ୍ୱର ଆଇଟିଆର୍ ରୁ ତଥ୍ୟ ଲିକ୍ ଅଭିଯୋଗ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଲେଶ୍ୱର: ବାଲେଶ୍ୱର ଆଇଟିଆର୍ ରୁ ତଥ୍ୟ ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ପାକିସ୍ତାନକୁ ଆଇଟିଆର୍ ର ଗୁପ୍ତ ତଥ୍ୟ ପ୍ରଦାନ କରି ଜଣେ ଗିରଫ ହୋଇଥିବା ସୂଚନା ମିଳିଛି। ହନିଟ୍ରାପରେ ଫସି ପାକିସ୍ତାନ କୁ ତଥ୍ୟ ଲିକ୍ କରିଥିବା ସନ୍ଦେହ କରୁଛି ପୋଲିସ। ବର୍ଷେ ହେଲା ପାକିସ୍ତାନ ଯୁବତୀଙ୍କ ସହ ଅଭିଯୁକ୍ତଙ୍କ ସମ୍ପର୍କ ଥିବା ଜଣାପଡ଼ିଛି।

powered by social2s