ପ୍ରସିଦ୍ଧ ହଟକେଶ୍ୱର ମହାଦେବ ମନ୍ଦିରରୁ ଚୋରି

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ହଟକେଶ୍ୱର ମହାଦେବ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରୁପା ନାଗ ମୂର୍ତ୍ତି, ଦୁର୍ଗା ଓ ପାର୍ବତୀଙ୍କ ମୂର୍ତ୍ତି ଚୋରି ହୋଇଛି। ଦାନ ବାକ୍ସ ମଧ୍ୟ ଲୁଟିନରିଛନ୍ତି ଦୁର୍ବୁତ୍ତ।

powered by social2s